Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୯୩

ସଂଳାପ-୯୩

1 min
6.7K


ସଂଳାପ-୯୩
 
ଭୂମି-ଭୂମିକା- ତୁମ ଅନେକ ରୂପ
 
ଭୂମି ବିହୀନ ପୁରୁଷ,
କି'  ତା ଅସ୍ତିତ୍ୱ?
ନାରୀ, ରୂପ ତୋ ଅନେକ,
କେତେବେଳେ, ଆଖିରେ, ରୂପରେ
ହସରେ, ଛଳନାରେ,ଲୁହରେ ଭସାଇ  
ନେଇ ଚାଲ ପୁରୁଷର ଅହଂ------!
ଲୁହ ,ନାରୀର ବାହାନା ,
ବାନ୍ଧି ରଖିବା ମାଧ୍ୟମ କେବଳ, 
ପ୍ରତିଶ୍ରୁତି ଅନେକ ,
ବିଚଳିତ ପ୍ରତିବଦ୍ଧତା
ଚନ୍ଦ୍ରଲେଖା ତୁମର
ବଦଳି ତ ଦେଖ ନିଜକୁ ,
ପୁରଷ ନୁହେଁ କେବେ ତୁମ କ୍ରୀତ ଦାସ,
ଭୂମି-ତୁମ ଅନେକ ରୂପ---------!!
 
©® କାଶ୍ୟପ,ରାୟଗଡା।


Rate this content
Log in