ମାତୃଭୂମି
ମାତୃଭୂମି
1 min
6.6K
ଆମ ଜନ୍ମଭୂମି ମା
ସବୁଜବନାନୀ ଆହା
ଆହା କି ସୁନ୍ଦରର ମନୋହର ବେଶ
ଦେଖି ଦେଲେ ଆଖି ହୁଏ ପବିତ୍ର
ଗଛ ନୁହେଁତ ସେ ମୋ ମା ପରି
ଡାଳପତ୍ର ତାର ପଣତକାନି
ଖରା ବର୍ଷାରୁ ଦିଏ ଛାଇ
ପଣତ କାନିରେ ଦିଏ ଘୋଡେଇ
ମୋ ମା ପରି ସବୁ ସହିଯାଏ
ଆମ ଆଳିଅଝଟ ମନରେ ନଥାଏ ଟିକେ ଦୁଃଖ
କେତେ ପ୍ରକାର ଫୁଲ ଫଳ
ଗଢ଼ିଛି ଏ ଜଗତ ଆଉ ମିଳୁଛି ଉପକାର
ମାତୃଭୂମିର ଆମେ ଯୋଗ୍ୟ ସନ୍ତାନ
ସବୁ ବେଳେ କରୁଥିବା ଉଚିତ କାର୍ଯ୍ୟ ....
ପ୍ରମିଳା ସାହୁ