Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୯୯

ସଂଳାପ-୯୯

1 min
6.5K



କିଛି ଲୋକ,ଖାଲି ସ୍ବପ୍ନ ଦେଖନ୍ତି,

କିଛି ସ୍ବପ୍ନ ଦେଖି ତା ପଛରେ ଦୈଡିଥାନ୍ତି ,

କିଛିଲୋକ ସ୍ବପ୍ନକୁ ସତ୍ୟରେ ରୂପାନ୍ତରିତ କରିବାକୁ ଲାଗି ପଢନ୍ତି,

କିଛି ଲୋକ ସପ୍ନ ଠାରୁ ଦୁରକୁ ଦୈଡନ୍ତି,

ସ୍ବପ୍ନ ହେଉ କି? ହେଉ ସେ ଜୀବନ,

ବ୍ୟକ୍ତିର ଚିନ୍ତନର ପ୍ରତିଫଳନ,

ନିସର୍ତ୍ତ,ସର୍ମପଣ,ସୂକର୍ମ,ଶୃଙ୍ଖଳିତ ଜୀବନଚର୍ଯ୍ୟା ହିଁ ,

ସ୍ବପ୍ନକୁ ସତ୍ୟରେ ପରିଣତ କରି ପାରେ,

ଶୋଇ ରହିଲେ ହେଲା ସ୍ବପ୍ନ ତ ଢେର ଆଖିକୁ ଆସିବ,ଶୋଇ ରୁହ,

ଆଜି ସେ ତୁମ ପ୍ରେମିକା କାଲି କିନ୍ତୁ ହୋଇଯିବ ଆଉ କାହାର ସେ ଘରଣୀ,

ସେତେବେଳେ ମାଟିକୁ ଥାପୁଡ଼ାଇ କେବଳ କହିଚାଲିଥିବ ଶୁନ୍ୟରେ,

ଦଗାଦିଆପ୍ରେମିକାଥିଲାମୋର


©®କାଶ୍ୟପ,ରାମ ପ୍ରସାଦ ବିଷୋଇ,


Rate this content
Log in