Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabina kumar Kabi

Romance

2  

Prabina kumar Kabi

Romance

ପ୍ରେମ

ପ୍ରେମ

1 min
6.6K


‘ପ୍ରେମ'

କାହାପାଇଁ ପୁଣ୍ୟ, କାହାପାଇଁ ପାପ,

‘ପ୍ରେମ'

କାହାପାଇଁ ଅନୁଭୂତି, କାହାପାଇଁ ଅନୁତାପ...


‘ପ୍ରେମ'

ଲେଖିହୁଏ, ଲିଭେଇହୁଏନି ଦାଗ ରହେ,

‘ପ୍ରେମ'

ଦେଖିହୁଏ ଦେଖେଇହୁଏନି କାହାଆଗେ...


‘ପ୍ରେମ'

ନଇଟିଏ ବିରହୀ ଆଖିର,

‘ପ୍ରେମ'

ଜୋସ୍ନାଟିଏ ମନ ଆକାଶର......


‘ପ୍ରେମ'

ଜଳିବା ଶିଖାଏ, ଜଳାଏନି ଅନ୍ୟକୁ,

‘ପ୍ରେମ'

ସହିବା ଶିଖାଏ,କହିବା ଜାଣିନି କାହାକୁ...


‘ପ୍ରେମ'

କେବେ ଫଟା ନାଆଟିଏ ଜୀବନ ନଈର,

‘ପ୍ରେମ'

କେବେ ଥାକିଲିଟିଏ ସେ ଭଙ୍ଗାବୋଇତର....


‘ପ୍ରେମ'

ଶବ୍ଦଟିଏ କବି ହୃଦୟର,

‘ପ୍ରେମ'

ସ୍ମୃତିଟିଏ ବିରହୀ ଆତ୍ମାର......


@ପ୍ରବୀଣ କୁମାର କବି


Rate this content
Log in

Similar oriya poem from Romance