Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ମୃଗନୟନୀ

ମୃଗନୟନୀ

1 min
6.8K


ମୃଗନୟନୀ, ଯେତେବେଳେ ଆସି ତୁମେ ଛିଡା ହୁଅ ସାମ୍ମନ୍ନା ରେ ଛାତିଟା କଣ ? ହେଇ ଯାଉଛି ଏ ତ ତୁମ ଭୁଲ ନୁହେଁ, ଭୁଲ ଥିଲା ତ ତୁମ ଚପଳା ନୟନ୍ରର, ଯେଉଁଥି ପାଇଁ ଥିଲା ଭୟ ମୋର କାଳେ ତାହା ହୋଇ ଯାଇ ପରେ, ଏମିତି ତମେ ଦେଖନା ଆଉ, ତୁମକୁ ଛାତିରେ ଲଗାଇନେବି ହୃଦୟରେ ତୁମକୁ ଲୁଚାଇ ତମକୁ ତୁମ ଠାରୁ ଚୋରାଇନେବି, କହୁଥିବା ଅକୁହାକଥା ମନକୁ କେମିତି କରିବି ମନା, ତୁମ ଆଡକୁ ବଢୁଥିବା ପାଦକୁ କେମିତି ରୋକିବି କୁହ, ତୁମ ସହ ରହି ବିଚଳିତ ହେଲେ ବି ମନକୁ ମିଳୁଛି ଆରାମ, ତୁମ ନୟନ ଯୁଗଳରେ ବୁଡି ମିଳୁଛି ଭାସି ଯାଉ ଥିବା ସୁଅମୁହଁର ପତ୍ରକୁ ସାହାରା, ଯେଉଁଥି ପାଇଁ ଥିଲା ଭୟ ମୋର, କାଳେ ତାହା ହୋଇ ଯାଇପାରେ, ଏମିତି ତୁମେ ଦେଖନା ମତେ ଛାତିଟା କଣ ? ହେଇ ଯାଉଛି, ତମକୁ ତମ ଠାରୁ ଚୋରାଇନେବି, ଛାତିରେ ଲଗାଇ ନେବି, ""ମୃଗନୟନୀ "" ।

କାଶ୍ୟପ । (ରାମ ବିଶୋଇ ) ତା-୦୪-୧୨-୧୬, ସନ୍ଧ୍ୟା-୦୫-୧୦ ମି. ରାୟଗଡା ।


Rate this content
Log in