Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

3  

Pramila Sahoo

Others

ଆଜିକାଲିକା ଯୁଗ

ଆଜିକାଲିକା ଯୁଗ

1 min
6.8K


ଆଜିକାଲିକା ଯୁଗରେ
ମିଳୁନାହିଁ ବାପା ବୋଉ କୁ ସମ୍ମାନ
ନିତି ପାଉଛନ୍ତି ଆଘାତ
ଇଶ୍ୱର କୁ ପୂଜି ପାଆନ୍ତି ପୁଅ
ଭାବିଥାନ୍ତି ପରିଣତ ବୟସରେ
ମୁହଁରେ ଦବ ଆହାର
ବାହାଘର ପରେ ପୁଅ
ହୋଇ ଯାଏ ଆଉକାହାର
ସ୍ତ୍ରୀ ଛୁଆପିଲା ହୁଅନ୍ତି ଅତି ନିଜର
ବାପା ବୋଉ ହେଇଗଲା ସାତ ପର
ମନର ଇଚ୍ଛା ସବୁ ମାରିଦେଇ
ଛାଡି ଚାଲି ଯାଆନ୍ତି ଏ ଘରଦୁଆର
ଦେହ ଖରାପ ହେଲେ ଆମର
ରାତି ରାତି ଉଜାଗର ରହି
କରିଥାନ୍ତି ସେବା ଯତ୍ନ
ଆଉ କେତେ ଓଷା ବ୍ରତ
ଆମେ ଦେଇ ପାରନ୍ତିନି ତାଙ୍କର ମୂଲ୍ୟ
ବାପା ବୋଉ ଆମ ପାଇଁ ମହାନ.....
ପ୍ରମିଳା ସାହୁ


Rate this content
Log in