Quotes New

Audio

Forum

Read

Contests


Write

Sign in
Wohoo!,
Dear user,
BASANTARE
BASANTARE
★★★★★

© Ajit Kumar Mallik

Others

1 Minutes   6.6K    6


Content Ranking

=  ବସନ୍ତ’ରେ =

ଭାବିଥିଲି ଆଜି ଗୀତଟେ ଲେଖିବି                         

କଲମ କାଳି’ର ଧାରେ  ,

ରାଧା ହୋଲୀ ରଙ୍ଗେ କାହ୍ନା ବଇଁଶୀ’ରେ      

ମିଠା କୋଇଲି’ର ସ୍ୱରେ || ୧                

 

ହେଲେ ଆଖି ଆଗେ ଦୁଃଖୀ ଦୀନ ଯେବେ

ଦେଖିଲି ଭୋକରେ ମରେ ,

କୁହ କେଉଁ ସ୍ଵରେ ଲେଖିଥାନ୍ତି ଗୀତ

ଋତୁ ରାଜ ବସନ୍ତ’ରେ ?

 

                                     ଅଜିତ କୁମାର ମଲ୍ଲିକ୍

= ବସନ୍ତ’ରେ = ଭାବିଥିଲି ଆଜି ଗୀତଟେ ଲେଖିବି କଲମ କାଳି’ର ଧାରେ ରାଧା ହୋଲୀ ରଙ୍ଗେ କାହ୍ନା ବଇଁଶୀ’ରେ ମିଠା କୋଇଲି’ର ସ୍ୱରେ || ୧

Rate the content


Originality
Flow
Language
Cover design

Comments

Post

Some text some message..