ତୁମେ
ତୁମେ
ପରିଚିତ ନାମରେ,ଅପରିଚିତ ହେଇ
ନିତି ଉଚାରୁଛ ମୋତେ
କାଳେ ଦେଖିଦେବି,ଯାଅ ଧାଇଁ
ପ୍ରେମ ଉପହାର ମୋ ହାତେ. .
ଫୁଟିଯାଇ ହୃଦୟରେ,ବାସ ଖେଳେଇ
ଧାଇଁ ଆସୁଥାଅ ଚିତେ
ନିତି ଅନ୍ଧାରରେ, କୁହ ସପନେଇ
ବାନ୍ଧିଦେବ ବୋଲି ପ୍ରୀତେ ..
ପରିଚିତ ନାମରେ,ଅପରିଚିତ ହେଇ
ନିତି ଉଚାରୁଛ ମୋତେ
କାଳେ ଦେଖିଦେବି,ଯାଅ ଧାଇଁ
ପ୍ରେମ ଉପହାର ମୋ ହାତେ. .
ଫୁଟିଯାଇ ହୃଦୟରେ,ବାସ ଖେଳେଇ
ଧାଇଁ ଆସୁଥାଅ ଚିତେ
ନିତି ଅନ୍ଧାରରେ, କୁହ ସପନେଇ
ବାନ୍ଧିଦେବ ବୋଲି ପ୍ରୀତେ ..