Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susanta Dash

Inspirational

2  

Susanta Dash

Inspirational

ଉଲ୍ଲାସ

ଉଲ୍ଲାସ

1 min
6.8K


ମଣିଷ କାହିଁକି

ସୁଖ ସଂଭୋଗକୁ ଖୋଜେ

ସୁଖ ହିଁ ଦୁଃଖର ପ୍ରମୁଖ କାରଣ

ବୋଧହୁଏ ଏକଥା ମଣିଷ ଜାଣି ନଥାଏ

ସବୁ ଦୁଃଖରେ ହିଁ ସୁଖଟିଏ ଲୁଚି ରହିଥାଏ

ମୁଁ ଜାଣିଛି

ତେଣୁ ସାରା କାଳ ମୁଁ ହିଁ ସୁଖରେ ଥାଏ ।


Rate this content
Log in