ବାଜେ କବିତା
ବାଜେ କବିତା
1 min
1.2K
ଟଙ୍କି ଚାଉଳର ପଖାଳ ଭାତରେ
ଅମୂଲ ଦହି ପଞ୍ଚ କରି l
ନାସିକ ପିଆଜ ବେଙ୍ଗଲ ଆଳୁର
ଭର୍ତ୍ତାକୁ ଚକଟି କରି l
ଆନ୍ଧ୍ରା ରୋହୀ ତରକାରି,
ହାଉ ହାଉ କରି ଗୋସେଇଁ ଗିଳୁଛି
ପାଟିରେ ଟାକରl ମାରି l