Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୧୬୮

ଜୀବନ ଗୀତା- ୧୬୮

1 min
6.3K


ଜୀବନ ଗୀତା- ୧୬୮

ଅବିରାମ ଅନ୍ୱେଷଣ
ମାନେ ଜୀବନ
ପରିଶ୍ରମ ବଳେ ସବୁ
ହୁଏ ଅର୍ଜନ ॥୦॥

ସାହିତ୍ୟରେ ଅଭିରୁଚି ବଢାଏ ଜ୍ଞାନ
ସଂସ୍କୃତି ଶିଖାଇଦିଏ ନମ୍ର ଗୁଣ
ସୃଜନର କ୍ଷେତ୍ର ଛାଏଁ ତିଆରି ହୁଏ
ଆରମ୍ଭ ହୁଅଇ ପଠନ ଲିଖନ
କେତେକେତେ ସାହିତ୍ୟର
ହୁଏ ସୃଜନ ॥୧॥

ଗଭୀର ଅନୁଭବର ସାଥେ ଜୀବନ
କର୍ମ କରି ଯାଉଥାଏ ଅହରହ
ବିଷମ ପରିସ୍ଥିତି ସାମ୍ନାକରି ସେ
ପାଏ ତାର ସାଧନାର ଫଳାଫଳ
ନୂଆନୂଆ ସରଣୀର କରେ ସର୍ଜନ ॥୨॥


Rate this content
Log in