Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

1.3  

Banali Dash

Others

ପ୍ରିୟ' କୁ ବାର୍ତ୍ତା : ବଗୁଲୀ ସାଥ

ପ୍ରିୟ' କୁ ବାର୍ତ୍ତା : ବଗୁଲୀ ସାଥ

1 min
241



ସକାଳ ପହରୁ ବସି ବସି ତୁମ ଦେଶେ ଯାଉଥିବା

ବଗୁଲୀ' ଟାକୁ ନିରେଖୁ ଥିଲି,

ଆଉ ଆସୁ ଆସୁ ତା'କୁ କହି ପକେଇଲି,

ବଗୁଲୀ'ଲୋ,

" ନେ ଟିକେ ସାଥେ ତୋ'ର

ଉଡ଼େଇ ଉଡ଼େଇ ମୋ'ର ଏ ଅବୁଝା ମନ ଟାକୁ,

ଖାଲି ଟିକେ ଦେଖି ଦେଇ ସୁନା' କୁ ମୋ'

ଚାଲିଆସିବ ସେ'(ବିରହିଣୀ ମନ),

ଜମା ରୁ ବି ଅବୁଝା ହବନି ଆଉ,

ନପୂରୁ ପଛକେ ଆଖି !"

ହେଲେ ସେ କହିଲା,

"ତୋ'ର ଏ ବିରହିଣୀ ମନ କ'ଣ ସହଜେ ମାନିବ,

ଆସିବାକୁ ଶୀଘ୍ର ମୋ' ସାଥେ;

ନାଁ ତା'କୁ ଜମାରୁ ମୁଁ ସାଥେ ନେଇ ଯାଇ ପାରିବିନି ।"

*************




Rate this content
Log in