Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract Others

2  

Susil Pani

Inspirational Abstract Others

ଜୀବନର ଶୈଳି

ଜୀବନର ଶୈଳି

1 min
7.0K


       

ମୌକା ମାରିବାକୁ ସଭିଏଁ ଚାହାଁନ୍ତି ।

     ଧୋକା ଖାଇବାକୁ କାହାର ପସନ୍ଦ ନାହିଁ ।।

ସୁଖେ ଚଳିବାକୁ ସଭିଏଁ ଚାହାନ୍ତି ।

         ଦୁଃଖ ବିପଦକୁ ସଭିଏଁ ଡରନ୍ତି ରହି ।।

ଲାଭଥିଲେ ଭାବ ସଭିଏଁ ବାନ୍ଧନ୍ତି ।

       କ୍ଷତି ହେଲେ ଆପେ ଜାଅନ୍ତି ଦୂରେଈ ।।

ଠକିଠାକି କରି ଦିନେ ଚଳିଯାନ୍ତି ।

      ସବୁଦିନ କିପରି ଚଳିବେ ଭାବନ୍ତି ନାହିଁ ।।

ସଚ୍ଚୋଟ ପଣିଆଁକୁ ସଭିଏଁ କରନ୍ତି ଆଦର ।

  ନିଜେ ସଚ୍ଚୋଟ ହବାକୁ କାହାର ଆଦର ନାହିଁ ।।

ବିପଦ ପଡିଲେ ସଭିଏଁ ହୁଅନ୍ତି କାତର ।

     ସମ୍ପଦ ସମଯୟରେ କିଏ କାହାର ନାହିଁ ।।

ଦୁଃଖି ଦରିଦ୍ର ହୋଈ ଚଳିବା ଭାଗ୍ୟ ଲେଖା ଭାବି ।

  ଛୋଟ କର୍ମ କରି ଜିଈଁବା କହାର ଭୃକ୍ଷେପ ନାହିଁ ।।

ହିନ କର୍ମ ଠାରୁ ରହିକି ଦୂରେଈ ।

   ବଞ୍ଚିବା ପାଇଁ ଜାହା ଦରକାର ନିଅ ଆପଣାଇ ।।

@ ସୁସିଲ୍ ପାଣି , ପୁରୀ ।


Rate this content
Log in