Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନର ଶୈଳି
ଜୀବନର ଶୈଳି
★★★★★

© Susil Pani

Inspirational Abstract Others

1 Minutes   7.0K    7


Content Ranking

       

ମୌକା ମାରିବାକୁ ସଭିଏଁ ଚାହାଁନ୍ତି ।

     ଧୋକା ଖାଇବାକୁ କାହାର ପସନ୍ଦ ନାହିଁ ।।

ସୁଖେ ଚଳିବାକୁ ସଭିଏଁ ଚାହାନ୍ତି ।

         ଦୁଃଖ ବିପଦକୁ ସଭିଏଁ ଡରନ୍ତି ରହି ।।

ଲାଭଥିଲେ ଭାବ ସଭିଏଁ ବାନ୍ଧନ୍ତି ।

       କ୍ଷତି ହେଲେ ଆପେ ଜାଅନ୍ତି ଦୂରେଈ ।।

ଠକିଠାକି କରି ଦିନେ ଚଳିଯାନ୍ତି ।

      ସବୁଦିନ କିପରି ଚଳିବେ ଭାବନ୍ତି ନାହିଁ ।।

ସଚ୍ଚୋଟ ପଣିଆଁକୁ ସଭିଏଁ କରନ୍ତି ଆଦର ।

  ନିଜେ ସଚ୍ଚୋଟ ହବାକୁ କାହାର ଆଦର ନାହିଁ ।।

ବିପଦ ପଡିଲେ ସଭିଏଁ ହୁଅନ୍ତି କାତର ।

     ସମ୍ପଦ ସମଯୟରେ କିଏ କାହାର ନାହିଁ ।।

ଦୁଃଖି ଦରିଦ୍ର ହୋଈ ଚଳିବା ଭାଗ୍ୟ ଲେଖା ଭାବି ।

  ଛୋଟ କର୍ମ କରି ଜିଈଁବା କହାର ଭୃକ୍ଷେପ ନାହିଁ ।।

ହିନ କର୍ମ ଠାରୁ ରହିକି ଦୂରେଈ ।

   ବଞ୍ଚିବା ପାଇଁ ଜାହା ଦରକାର ନିଅ ଆପଣାଇ ।।

@ ସୁସିଲ୍ ପାଣି , ପୁରୀ ।

ଜୀବନ ସୈଳି ମୌକା

Rate the content


Originality
Flow
Language
Cover design

Comments

Post


Some text some message..