Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ଟିକି ମଞ୍ଜି

ଟିକି ମଞ୍ଜି

1 min
6.1K


ଟିକି ମଞ୍ଜି ନେଇ ଭୂଇଁରେ
ପୋତିଦିିଏ ମାଟି ଛୁଇଁରେ।
ବାଟେ ଯାାଉଥିଲା ବରଷା
ଛିଞିିଦିଏ ପାଣି ସହସା ।
ଥିରି ଥିିିରି ଆସି ପବନ
ପରାଣେ ଭରିଲା ଜୀବନ।
ଆଖି ଖୋଲୁଥିଲା ଗଜାଟି
ଦେଖିବାକୁ ବଡ ମଜାଟି।
ଆଲୋକ ବୁୁୁଣିଲେ ସୂୂୂରୁୁୁଯ
ବୋଳିଲେ ‌‌ସବୁୁଜ ମୁରୁଜ।
ଦେଖିିିଲା ବିଶାଳ ଦୁନିଆ
ଲାଗୁଥିଲା ମନ ଛାନିଆ।
ହସି କହୁୁଥିଲେ ଆକାଶ
ରଖ ମନଦମ୍ଭ ସାହସ ।
ଫୁଙ୍କି ଦେଲେ ମିଶି ମନ୍ତର
ହେଲା ବଡ଼ ଡାଳ ପତର।


Rate this content
Log in