Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Tragedy

2  

Pramila Sahoo

Tragedy

ଯନ୍ତ୍ରଣାର ବୋଝ

ଯନ୍ତ୍ରଣାର ବୋଝ

1 min
6.8K


ଜୀବନର ଦୁଃଖ ଯନ୍ତ୍ରଣାର ବୋଝ

ବୋଇ ବୋଇ ଦିନ ମୋର ଯାଏ ବିତି

ହସିବା ଯେମିତି ମୋ ଭାଗ୍ୟରେ ନାହିଁ

କରିଥିଲି ଅବା କି ପାପ ସୁଖ ମୋ ପାଇଁ ଅଭିଶାପ

କି ଦିନ ଅବା କି ରାତି ହାତ ପତାଏ ସଭିଙ୍କ ପାଶେ

ଆସିଥିଲି ଦୁନିଆଁକୁ ଖୁସି ଟିକେ ପାଇଁ

ହେଲେ ପ୍ରତିମୁହୂର୍ତ୍ତେ ଲୁହରେ ଦିନ ଯାଏଁ ଏଠି

ମୋ ହୃଦୟର କଥା ସବୁ ରହିଯାଏ ହୃଦୟରେ

କିଏ କାହିଁ ବୁଝିବ ମୋ ଆଖିର ଲୁହ କେତେ....


Rate this content
Log in

Similar oriya poem from Tragedy