Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ଲୋଭି

ଲୋଭି

1 min
173



ଧନଲୋଭ ଚିନ୍ତା ଘାରେତ ସର୍ଵଦା 

   ଅଦ୍ଭୁତ ଏ'ମର୍ତ୍ତ୍ୟ ନର , 

ବିଚାର ବିମର୍ଷ ନଥାଏ ତାହାର 

   ସଭିଁଙ୍କୁ ସେ'ମଣେ ପର ! ! 


ଭୃକ୍ଷେପ କରେନି କଥାବି ମାନେନି 

    ଧନତା'ର ପ୍ରାଣସଙ୍ଗୀ , 

ଜୀବନକୁ ବାଜି ଲଗାଏ ସେ'ଆଜି 

    ସତେ ମାନସିକ ରୋଗୀ ! ! 


ଅର୍ଥହିଁ ସର୍ବସ୍ଵ କରେସେ ସଂଘର୍ଷ 

    ପିଲା ପରିବାର ଭୁଲି , 

ଦୁଃସାହାସ କରେ ଦୁର୍ଗମ ପଥରେ 

   ପୂର୍ଣ୍ଣହେଵ ବୋଲି ଥଳି ! ! 


ରହରହ ଆରେ ଲୋଭିନର ତୁ'ରେ 

    ଜୀବନ ତୋ'ଯିବ ଚାଲି , 

ତୋ'ସମ୍ମୁଖରେ ଯମ ପ୍ରତୀକ୍ଷାରେ 

    ଯିବୁତୁ ସରଗ ବୁଲି ! ! 


ହାତତୁ ବଢ଼ାନି ଛୁଇଁ ପାରିବୁନି 

    ଟଙ୍କା ବିଡା ଯିବଉଡି , 

ଅଯଥାରେ ତୋ'ର କାଳ ପୁରିଯିବ 

    ଯିବୁତୁ ' ଗର୍ତ୍ତରେ ପଡି ! ! 



Rate this content
Log in