ତମେ
ତମେ
ହସମାନେ ମୁକୁଳନ୍ତି
ମୋ ଲାଲ ଓଠରୁ...
ଲୁହମାନେ ମୁକୁଳନ୍ତି
ମୋ ନୀଳ ଆଖିରୁ...
କୋହମାନେ ମୁକୁଳନ୍ତି
ମୋ ଦରଦୀ ଛାତିରୁ...
ତମେ କିନ୍ତୁ ମୁକୁଳି ପାରନା କେବେ
ଅତୀତର ଅଲିଭା ସ୍ମୃତିରୁ,
ମୋ ଜୀବନ ଇତିହାସରୁ,
ନିଇତି ଦେଖୁଥିବା ସ୍ଵପ୍ନରୁ... !!!
ହସମାନେ ମୁକୁଳନ୍ତି
ମୋ ଲାଲ ଓଠରୁ...
ଲୁହମାନେ ମୁକୁଳନ୍ତି
ମୋ ନୀଳ ଆଖିରୁ...
କୋହମାନେ ମୁକୁଳନ୍ତି
ମୋ ଦରଦୀ ଛାତିରୁ...
ତମେ କିନ୍ତୁ ମୁକୁଳି ପାରନା କେବେ
ଅତୀତର ଅଲିଭା ସ୍ମୃତିରୁ,
ମୋ ଜୀବନ ଇତିହାସରୁ,
ନିଇତି ଦେଖୁଥିବା ସ୍ଵପ୍ନରୁ... !!!