Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Neelima Nivedita Behera

ଏଣୁତେଣୁ

2  

Neelima Nivedita Behera

ଏଣୁତେଣୁ

ଏଣୁତେଣୁ ୬

ଏଣୁତେଣୁ ୬

1 min
6.5K


କିଏ ଭଲା ରୋକିପାରିବ "କଢି"କୁ

ଫୁଲ ହେଇ ନିଜକୁ ସଂପୂର୍ଣ୍ଣ ପ୍ରସ୍ଫୁଟିତ କରିବାକୁ ?

ନିଜ ଛୋଟବଡ଼ ପାଖୁଡ଼ାରେ ରଙ୍ଗ ବୋଳି

ଆଖି ଆଇନାରେ ମନ୍ଦମନ୍ଦ ହସିବାକୁ ?

ରୋକି ହୁଏ କିନ୍ତୁ ଲୁହକୁ

ଯିଏ ଲୁଚି ରହିଥାଏ ପଲକର ପଛ ପଟେ

ରୋକି ହୁଏ ବି ହସକୁ

ଯିଏ ଝୁଲିଥାଏ ଦୁଇ ଫାଳ ଓଠର କବାଟେ

ରୋକି ହୁଏନି ଯାହା ସିଏ କେବଳ

ତୁମ ପ୍ରତି ମୋର ଅନୁରାଗ...

ଠିକ୍ ସେଇ ଫୁଲ ପରି ଫୁଟୁଥାଏ ଚୁପିଚୁପି ନିରବରେ


Rate this content
Log in