Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଧ୍ୟାକର୍ଷଣ
ମାଧ୍ୟାକର୍ଷଣ
★★★★★

© Subhakanta Sahu

Inspirational Others Abstract

1 Minutes   12.9K    4


Content Ranking

ପୃଥିବୀ ମାଧ୍ୟାକର୍ଷଣ

ଅସରନ୍ତି ଏହା ଜାଣ

ଲାଗିଲେ ପ୍ରତ୍ୟକ୍ଷ କାମେ

ନହେବ ଶକ୍ତି କଷଣ

ଅତି ଲୋଡ଼ା ଯେ ବିଜୁଳି

ଏଥିରୁ ପାରିଲେ ମିଳି

ଅଭାବେ ନହେବା ଭାଳି

ଅଭାବ ଯିବ ତ ଟଳି

ଚିରନ୍ତନ ଶକ୍ତି ସ୍ରୋତ

ସନ୍ଧାନ କରିବା ମିତ୍ର

ବୃଦ୍ଧି ହେବ ଆମ ଶକ୍ତି

ନ ହେବା ଶକ୍ତି ଚିନ୍ତିତ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା, ଗଂଜାମ|

ପିନ୍:୭୬୧୧୦୫

ମୋ:୯୦୪୦୩୨୦୧୮୬

ପୃଥିବୀ ମାଧ୍ୟାକର୍ଷଣ ବିଜୁଳି

Rate the content


Originality
Flow
Language
Cover design

Comments

Post


Some text some message..