ମାଧ୍ୟାକର୍ଷଣ
ମାଧ୍ୟାକର୍ଷଣ
ପୃଥିବୀ ମାଧ୍ୟାକର୍ଷଣ
ଅସରନ୍ତି ଏହା ଜାଣ
ଲାଗିଲେ ପ୍ରତ୍ୟକ୍ଷ କାମେ
ନହେବ ଶକ୍ତି କଷଣ
ଅତି ଲୋଡ଼ା ଯେ ବିଜୁଳି
ଏଥିରୁ ପାରିଲେ ମିଳି
ଅଭାବେ ନହେବା ଭାଳି
ଅଭାବ ଯିବ ତ ଟଳି
ଚିରନ୍ତନ ଶକ୍ତି ସ୍ରୋତ
ସନ୍ଧାନ କରିବା ମିତ୍ର
ବୃଦ୍ଧି ହେବ ଆମ ଶକ୍ତି
ନ ହେବା ଶକ୍ତି ଚିନ୍ତିତ ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ୍,
ପୋଲସରା, ଗଂଜାମ|
ପିନ୍:୭୬୧୧୦୫
ମୋ:୯୦୪୦୩୨୦୧୮୬