Audio

Forum

Read

Contests

Language


Write

Sign in
Wohoo!,
Dear user,
ଶକ୍ତି
ଶକ୍ତି
★★★★★

© Subhakanta Sahu

Abstract Inspirational

1 Minutes   1.3K    8


Content Ranking

ସ୍ଥିତିଜ ଶକ୍ତି ଗତିଜ ପୁଣି

ଯାନ୍ତ୍ରିକ ଶକତି ନାମ

ବିବିଧ କ୍ଷେତ୍ରେ ଏସବୁ

କରୁଥାନ୍ତି ଆମ କାମ

ପବନେ ଜୁଆରେ ଶକ୍ତି

ଭୂ-ତାପରେ ଥାଏ ଶକ୍ତି

ଜୈବ ଶକ୍ତି ଅଣୁ ଶକ୍ତି

ତାପ ଓ ବିଦ୍ୟୁତ୍ ଶକ୍ତି

ଆମ ସେବାରେ ଯେ ନିତି

ସହଜେ ଲଭିବା ପାଇଁ

କରିବା କାମଟେ ଚିନ୍ତି

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ୍,

ପୋଲସରା, ଗଂଜାମ|

ପିନ୍:୭୬୧୧୦୫

ମୋ:୯୦୪୦୩୨୦୧୮୬

ଅଣୁ ବିଦ୍ୟୁତ୍ ଶକ୍ତି

Rate the content


Originality
Flow
Language
Cover design

Comments

Post


Some text some message..