ଶକ୍ତି
ଶକ୍ତି
ସ୍ଥିତିଜ ଶକ୍ତି ଗତିଜ ପୁଣି
ଯାନ୍ତ୍ରିକ ଶକତି ନାମ
ବିବିଧ କ୍ଷେତ୍ରେ ଏସବୁ
କରୁଥାନ୍ତି ଆମ କାମ
ପବନେ ଜୁଆରେ ଶକ୍ତି
ଭୂ-ତାପରେ ଥାଏ ଶକ୍ତି
ଜୈବ ଶକ୍ତି ଅଣୁ ଶକ୍ତି
ତାପ ଓ ବିଦ୍ୟୁତ୍ ଶକ୍ତି
ଆମ ସେବାରେ ଯେ ନିତି
ସହଜେ ଲଭିବା ପାଇଁ
କରିବା କାମଟେ ଚିନ୍ତି
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ୍,
ପୋଲସରା, ଗଂଜାମ|
ପିନ୍:୭୬୧୧୦୫
ମୋ:୯୦୪୦୩୨୦୧୮୬