ଋଣ ପରିଶୋଧ
ଋଣ ପରିଶୋଧ
ହେଉ ପଛେ ଯେଡେ ନର କି କିନ୍ନର
ଅଥବା ଦେବତା କେହି
ଶତ ଚେଷ୍ଟା କଲେ ବାପା ମାଆ ଋଣ
କେବେ ଶୁଝି ପାରେ ନାହିଁ
ତଥାପି କହିବି ଯଦି କିଛି ଋଣ
ଶୁଝିବାକୁ ଅଛି ମନ
ନିଜର ପିଲାଙ୍କୁ ସୁସନ୍ତାନ ରୂପେ
ଗଢ ଦେଇ ମନ ପ୍ରାଣ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ହେଉ ପଛେ ଯେଡେ ନର କି କିନ୍ନର
ଅଥବା ଦେବତା କେହି
ଶତ ଚେଷ୍ଟା କଲେ ବାପା ମାଆ ଋଣ
କେବେ ଶୁଝି ପାରେ ନାହିଁ
ତଥାପି କହିବି ଯଦି କିଛି ଋଣ
ଶୁଝିବାକୁ ଅଛି ମନ
ନିଜର ପିଲାଙ୍କୁ ସୁସନ୍ତାନ ରୂପେ
ଗଢ ଦେଇ ମନ ପ୍ରାଣ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©