Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Inspirational

3  

Sasmita Acharya

Inspirational

କେମିତି କହିବି

କେମିତି କହିବି

1 min
6.3K


ମାଆ

କେମିତି କହିବି

ମୁଁ ଆଜି ପୁରା ଏକା ବୋଲି ,,

ମୋର ଏଇ

ଶୂନ୍ଯ ହୃଦୟରେ

ତୋର ଅବସ୍ଥିତି ଭରିଦିଏ

ଅପୂର୍ବ ଶାନ୍ତି ଓ ପୂର୍ଣ୍ଣତା

ସେଥିପାଇଁ ତ ମୁଁ

ବଞ୍ଚିପାରେ ହୃଦୟ ଖୋଲି

ହେଉ ପଛେ ଏ ଜୀବନଟା ଚୋରାବାଲି …||


Rate this content
Log in