Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କେମିତି କହିବି
କେମିତି କହିବି
★★★★★

© Sasmita Acharya

Inspirational

1 Minutes   6.3K    7


Content Ranking

ମାଆ

କେମିତି କହିବି

ମୁଁ ଆଜି ପୁରା ଏକା ବୋଲି ,,

ମୋର ଏଇ

ଶୂନ୍ଯ ହୃଦୟରେ

ତୋର ଅବସ୍ଥିତି ଭରିଦିଏ

ଅପୂର୍ବ ଶାନ୍ତି ଓ ପୂର୍ଣ୍ଣତା

ସେଥିପାଇଁ ତ ମୁଁ

ବଞ୍ଚିପାରେ ହୃଦୟ ଖୋଲି

ହେଉ ପଛେ ଏ ଜୀବନଟା ଚୋରାବାଲି …||

ହୃଦୟ ମାଆ ଶାନ୍ତି

Rate the content


Originality
Flow
Language
Cover design

Comments

Post

Some text some message..