Audio

Forum

Read

Contests

Language


Write

Sign in
Wohoo!,
Dear user,
☞ ହେ ! ନୂଆବର୍ଷ ☜
☞ ହେ ! ନୂଆବର୍ଷ ☜
★★★★★

© Amiya Bej

Others

1 Minutes   6.6K    2


Content Ranking

☞ ହେ ! ନୂଆବର୍ଷ ☜
ତୁମ ଆସିବାରେ...
ବଦଳିବ କି' ନଗଡା ଭୂଇଁର ଚିତ୍ର ?
ଥମିବ କି' ଜାପାନୀ ଜ୍ୱର ପ୍ରକୋପ ?
କମିବ କି' ଦାନ ମାଝିର ମନକଷ୍ଟ ?
ଜଣାଅଛି ...
ଖାଲି ଦେଇ ଯିବ କୁଢ଼କୁଢ଼ ,
ଦୁଃଖ ଆଉ ଦୁଃଖ ।
ଶୁଣ ନୂଆବର୍ଷ !!!
ଗରିବର ଚିନ୍ତା ନାହିଁ -
ବର୍ଷା କେତେ ବର୍ଷିବ ,
ଶୀତ କେତେ ବଢ଼ିବ ,
ଖରା କେତେ ବାଧିବ,
ସେ ତ଼ ନିଜପାଇଁ ନିଜେ ଯଥେଷ୍ଟ ।।
ହେ ! ନୂଆବର୍ଷ -
ଯାଇ ପଶ ତ଼ା ପାଶେ ,
ଯା'ର ...
ମଲାଯାଏଁ ମେଣ୍ଟେନାହିଁ ପାଇବାର ଶୋଷ ।।।

☀☀☀ ଅମୀୟ ବେଜ୍  ☀☀☀

☞ ହେ ! ନୂଆବର୍ଷ ☜

Rate the content


Originality
Flow
Language
Cover design

Comments

Post

Some text some message..