Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପା ,ବୋଉ ଆମ ଚଳନ୍ତି ଠାକୁର
ବାପା ,ବୋଉ ଆମ ଚଳନ୍ତି ଠାକୁର
★★★★★

© Ansuman Swain

Inspirational

1 Minutes   6.9K    8


Content Ranking

ବାପା "ବୋଉ ଆମ ଚଳନ୍ତି ଠାକୁର

ଦୁଃଖରେ ସୁଖରେ ଲୋଡ଼ା

ଜେବେବି ଡାକିବୁ ଯେମିତି ଡାକିବୁ

ଆମ ପାଶେ ହେବେ ଛିଡା ।

ତାଙ୍କରି ଲାଗିତ ହୋଇଅଛୁ ବଡ଼

ସିଏ ଆମ ଭଗବାନ

ଯେତେ ଭୁଲ୍ କଲେ କୋଳେଇ ନିଅନ୍ତି

କହି ମୋ ଗୁନ୍ଠୁଣି ଧନ ।

ଦୁଃଖକୁ ଲୁଚାଇ ସୁଖ ଦିଅନ୍ତି ସେ

ବୁଝନ୍ତି ସବୁରି ଅଳି

ସବୁଲୁହ ପିଇ ହସିବା ଶିଖାନ୍ତି

କଷଣେ ନଜାଇ ଡରି ।


ଅଂଶୁମାନ ସ୍ୱାଇଁ

କେନ୍ଦୁଝର, ସଡଙ୍ଗ ,ସରମଙ୍ଗା

୯୭୯୦୮୧୪୬୭୪..

ବାପା ଠାକୁର କଷଣେ

Rate the content


Originality
Flow
Language
Cover design

Comments

Post


Some text some message..