Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ସ୍ୱପ୍ନଲୋକ ଭ୍ରମଣ

ସ୍ୱପ୍ନଲୋକ ଭ୍ରମଣ

1 min
263



ଜୀବନରେ ନିଦ୍ରାର ଅଛି ବିଶିଷ୍ଟ ଭୂମିକା,

ସ୍ୱପ୍ନାବିଷ୍ଟ ସମୟ ଦିଏ ନୂତନ ଲକ୍ଷ୍ୟ ର ପ୍ରକାଶିକା ।


ଅଭୀଷ୍ଟ ଫଳ କରନ୍ତି ସ୍ୱପ୍ନଲୋକ ଭ୍ରମଣ,

ଚିରସ୍ମରଣୀୟ ଯେ ଏହି ଇପ୍ସିତ ଲୋକ ର ପରିଭ୍ରମଣ ।


ସପନର ଦେଶକୁ ନ ଗଲେ ଜୀଏଁ ରେ ହେବନି ଅଭିବୃଦ୍ଧି,

ନିର୍ଦ୍ଧାରିତ ଆକାଂକ୍ଷା ପୂରଣ ପ୍ରତି ପ୍ରୟତ୍ନ ରହିଲେ ମିଲାଵ ସମୃଦ୍ଧି ।


ଜଗାବି ଦେଇଥିଲେ ବହୁ ଭକ୍ତଙ୍କୁ ସ୍ୱପ୍ନାଦେଶ,

ନିଜ ଉପରେ ଭରସା ରଖି ବିହରଣ କରିବ ଏହି ପରିବେଶ ।


କେତେ ଯେ ଆନନ୍ଦ ଡ଼ିଆଟି ବିଭିନ୍ନ ସ୍ୱପ୍ନ,

ପ୍ରତି ସ୍ୱପ୍ନ ହେଲ ନିଜ ପାଇଁ ଅମୁଲ୍ୟ ରତ୍ନ ।


ଦୈନନ୍ଦିନ ଜୀବନ ରେ ଆସିବ କେତେ ଯେ କାମ,

ନିଜ ସୃଜନ ସ୍ୱପ୍ନଲୋକ ଭ୍ରମଣର କେବେ ନେବନି ବିଶ୍ରାମ ।


Rate this content
Log in