Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୭୭

ଜୀବନ ଗୀତା-୩୭୭

1 min
194


ଲୁହ ଲହୁର ଜୀବନ

ଜନମରୁ ଜିଉଁଛି ନିତି

ଝରିଯାଏ ଲୁହଲହୁ

ଜୀବନର ହୁଏନା ଇତି ॥୦॥

ହାତେ ଧରି ତରବାରୀ

ଲଢିଛି ଯୁଦ୍ଧ

ରଣକ୍ଷେତ୍ରେ ଶତ୍ରୁ ନୁହେଁ

ନିଜ ସହିତ

ଆଜିବି ବଦଳି ନାହିଁ

ଗତଦିନ ପୁରୁଣା ସ୍ଥିତି ॥୧॥

ତିକ୍ତ ହୋଇଛି ସଂପର୍କ

ଭାଂଗିନି ନୀଡ

ବହି ଯାଇଛି କେତେତ

ଅଦିନ ଝଡ

ଭିଡ ଭିତରେବି ଆଜି

ଏକୁଟିଆ ଲାଗଇ ଅତି ॥୨॥


Rate this content
Log in