Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Others

2  

Deepak Sarangi

Others

ପ୍ରେମ

ପ୍ରେମ

1 min
2.2K


“ପ୍ରେମ”

ଦୀପକ ଷଡଙ୍ଗୀ


ପ୍ରେମ ସବୁ ବର୍ଷର ଗଜଲ

ପ୍ରେମ ସବୁ ସ୍ମୃତିର ଫସଲ

ପ୍ରେମ ସବୁ ଜହ୍ନର ଶୀତଳତା

ପ୍ରେମ ସବୁ ଅଳ୍ପ ର ନୀରବତା ।

ପ୍ରେମ କେବେ ପୁଣ୍ୟ କେବେ ପୁଣି ମିଠା ପାପ

ପ୍ରେମ ସବୁ ମଣିଷର ଗହନ ମନର ଗପ ।

ପ୍ରେମ କେବେ ଢାଳେ ଲୁହ କେବେ ଖୋଜେ ନିଦ

ପ୍ରେମ କେବେ ହୋଇଯାଏ ପୁଣି ଅଭୁଲା ପ୍ରୀତିର ସମ୍ବାଦ

ପ୍ରେମ କେବେ ମୋତିଝରା ମମତାମହଲ

ଭରା କ୍ଷେତେ ପୁଣି କେବେ ଉଜୁଡା ଫସଲ ।

ପ୍ରେମରେ ନଥାଏ ପାଇବାର ଆଶା

ଭଲ ପାଇବାତ ପ୍ରେମିକର ନିଶା ।

ପ୍ରେମ ହିଁ ପୂଜା ଆରାଧନା ପ୍ରେମିକର ଆକୁଳ ପ୍ରାଥନା

ପ୍ରେମ ପାଇଁ କେତେ ବନ୍ଦନା ଆଉ ଅର୍ଚନା ।

ପ୍ରେମ ପୃଥିବୀର ଅମାପ ପରିଧି

ପରିଚୟ ଯାର ଅତଳ ବାରିଧି

ପ୍ରେମ ହିଁ ପବିତ୍ର ପ୍ରେମ ହିଁ ଶାଶ୍ଵତ

ପ୍ରେମ ହିଁ କରିପାରେ ଏ ବିଶ୍ଵ କୁ ମୋହିତ ।

ସହକାରୀ ଅଧ୍ୟାପକ

ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ

ଖୋଡାସିଙ୍ଗୀ,ବ୍ରହ୍ମପୁର-୧୦


Rate this content
Log in