Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Tragedy Inspirational

2  

Chittaranjan Lenka

Tragedy Inspirational

ଫଟା ରସିକ

ଫଟା ରସିକ

1 min
7K


ନିର୍ଲ୍ଲଜ ପଣରେ      ତାଲିକାରେ ପଛେ

ପ୍ରଥମେ ରହିବି ମୁହିଁ

ପ୍ରେମ ତୋତେ କରି  ନାହିଁ କହି ଦେଲେ

ପାରିବିନି କେବେ ସହି


ମୁଁ ଫଟା ରସିକ       କହୁ ପଛେ ଯିଏ

ନାହିଁ ଟିକେ ଦୁଃଖ ମୋର

ତୋ ବିନୁ ଅସ୍ଥିର      ଅଥୟ ମୋ ପ୍ରାଣ

ବୋହୁଛି ମୁଁ ଦୁଃଖ ଭାର


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Tragedy