Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା-୧୪୬

ଜୀବନ ଗୀତା-୧୪୬

1 min
12.7K


ଜୀବନ ଗୀତା-୧୪୬
 
ଗୀତା ଷଡ଼ଙ୍ଗୀ 
 
ଜୀବନର ପଥପରେ
ଇଚ୍ଛାମତୀ ନଈ ଆଗୋ
ତୁମେ ତ ଯାଉଛ ବହି...
ଦୁଇକୂଳ ଉଛୁଳାଇ ॥୦॥
 
ତୁମ କୂଳେ ବସି କେତେ ମୁଁ ଉଦାସୀ
ତୁମର ତ ନିଘା ନାହିଁ,
ମଉନେ ଧିଆନେ ବସିଥାଏ ତୀରେ
ଦେଖି ତୁମେ ଦେଖନାହିଁ,
ଇଚ୍ଛାମତୀ ନଦୀ ଆଗୋ
ଧାଉଁଥାଅ କାହିଁପାଇଁ ॥୧॥
 
ତୁମସାଥେ ଧାଇଁ ପାରିବିନି ମୁହିଁ
ଧାଇଁବା ତୁମର ନିଶା,
ତୁମ ଫେରିବାର ପଥକୁ ଅନାଇ
ବଢ଼ିଯାଏ ମୋର ଆଶା,
ଇଚ୍ଛାମତୀ ନଈ ଆଗୋ
ଜାଣେ ମୁଁ ଫେରିବ ନାହିଁ ॥୨॥
 
*****


Rate this content
Log in