Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance Tragedy

3  

Prasanta kumar Hota

Romance Tragedy

କଳ୍ପନାର ଗୀତ -୪୯

କଳ୍ପନାର ଗୀତ -୪୯

1 min
3.8K


ହୁଏ ମୁଁ ବିବଶ ତୋର ରୂପ ପାଇଁ

ଅବଶରେ ଯାଏ ବୋହି

ଜାଣି ମୁଁ ପାରେନା କେବେବି ତୁମକୁ

କହିପାରେ ନାହିଁ ଯାଇ ।

ବାସନା କି ହେଲା କାମନା ମୋହର

ନିଜେ ପାରେ ନାହିଁ ଜାଣି

ଥିଲେ ବି ମନରେ ଜାଣିବା କି ଲୋଡା

ଗୋପନ ମନ କାହାଣୀ ।

ବୁଝେ ନାହିଁ ପାପ ପୁଣ୍ୟ କେତେ ମୋର

ସମାଜ ର ନିୟମରେ

ମନଜ ଇନ୍ଦ୍ରିୟ ଖୋଜି ବୁଲେ ତୋତେ

ମନ ସାଗରର ତୀରେ ।


Rate this content
Log in

Similar oriya poem from Romance