Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
1.7K


ଶିଶୁ ଯେ ଅଟନ୍ତି ଶରସ ସୁନ୍ଦର ।

ତାଙ୍କ ମନେ ନାହିଁ ଗର୍ବ ଅହଁଙ୍କାର ।। (୧)

ଶିଶୁ ଯେ ଅଟନ୍ତି ମୂଲ୍ୟବାନ ଚାରା ।

ଭବିଷ୍ୟତରେ ହେବା ପାଇଁ ମହାଦୃମ ସେ ପରା ।।(୨)

ଶିଶୁମାନଙ୍କର ମଧୁର ବଚନ ।

ସନ୍ତୋଷ କରେ ପ୍ରାଣିଙ୍କର ମନ ।। (୩)

ଶିଶୁ ଯେ ଅଟନ୍ତି ଭାରି ଅମୂଲ୍ୟ।

ଛୋଟ ଭାବି ତାଙ୍କୁ ନକର ଥଟା ନକଲ ।। (୪)

ଶିଶୁ ଥିଲେ ସେଇ ଧ୍ରୃବ ପ୍ରହଲ୍ଲାଦ ।

ଅତୁଟ ଭକ୍ତି ବଳରେ ପାଇଥିଲେ ଶ୍ରୀହରିଙ୍କ ଆଶୀର୍ବାଦ ।। (୪)    

ଆଜିର ଶିଶୁ କାଲିର ଭବିଷ୍ୟତ ।

ଛୋଟ ଭାବି ତାଙ୍କୁ ପଛେ ନଦେଖ ।। (୫)

ଶିଶୁବେଳୁ କଲେ ଆଦର ଯତ୍ନ ।

ଭବିଷ୍ୟତରେ ସେ ହେବେ ମହାନ ।।( ୬)

ଶିଶୁ କାହ୍ମୁ ରୂପରେ ଭଗବାନ ଶ୍ରୀହରୀ ।

ବଧିଥିଲେ କେତେ ଅଶୁର ଅଶୁରଣୀ ।(୭)

ମାଟି ଖାଉଥିଲେ କହ୍ନା ଶିଶୁ ରୂପରେ ।

ଦର୍ଶନ କରାଇଥିଲେ ବିଶ୍ଵବ୍ରହ୍ମାଣ୍ଡ ନିଜ ପାଟି ମଧ୍ୟରେ ।।(୮)

ସାହାସି ବାଳକ ଥିଲେ ବାଜିରାଉତ ।

ଇଂରେଜ ଗୁଳି ମାଡରେ ହେଲେ ସହିଦ ।।(୯)

ଚାଚା ନେହୁରୁ ଶିଶୁ ମାନଙ୍କ ପାଇଁ ।

ନିଜ ଜନ୍ମଦିନ ଉତ୍ସର୍ଗ କଲେଟି ତହିଁ ।।(୧୦)

ଶିଶୁ ମାନଙ୍କୁ ସ୍ନେହ ଶ୍ରଧା କରି ବୁଝିଲେ ମନ ।

ସନ୍ତୋଷ ହୋଇବେ ଯେ ଭଗବାନ ।।(୧୧)

@ ସୁସିଲ୍ କୁମାର ପାଣି ,ପୁରୀ

  

    


Rate this content
Log in

Similar oriya poem from Inspirational