Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ମୄୄୄତ୍ୟୁ

ମୄୄୄତ୍ୟୁ

1 min
217




ନା ସେ କାହାକୁ କହିକି ଆସେ

ନା ସେ କାହାକୁ ଡରେ

ନା ସେ ସତର୍କ କରିକା ଆସେ

ନା ସେ ଅସ୍ତ୍ର ଧରେ ।

ନା ସେ କାହାକୁ ଦେଖାଦିଏ

ନା ସେ କାହାଠୁ ଅନୁମତି ଲୋଡେ

ନା ସେ ତାର ଗତି ଦେଖାଏ

ନା ସେ କାହାକୁ ଘୄଣା କରେ ।

ନା ସେ କିଛି ସର୍ତ୍ତ ମାନେ

ନା ସେ କିଛି ଯୁକ୍ତି କରେ

ନା ସେ କାହାକୁ ଅପମାନ କରେ

ନା ସେ କାହାକୁ ହସାଈପାରେ ।

ନାମ ଟି ତାର ମୄତ୍ଯୁ

ନାଉରୀ ତାର ଲୁହ

ନାଆ ହେଉଛି ଶେଷ ମୁହୁର୍ତ୍ତ

ନାଆ ନାଉରୀର ଭେଟ ॥

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in