Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH SAHOO

Inspirational

3  

RAKESH SAHOO

Inspirational

ଏମିତି ଏ ସମ୍ପର୍କ

ଏମିତି ଏ ସମ୍ପର୍କ

1 min
6.8K


କିଛି ରାଗ କିଛି ରୁଷା

କେବେ ସକାଳ କେବେ ଉଷା ।।


କିଛି ଅଭିମାନ କିଛି ସ୍ନେହ

କେବେ ହସ କେବେ କୋହ ।।


କେତେ ରଙ୍ଗ କେତେ ରୂପ

ବୁଝି ହୁଏନା ତାର ସ୍ୱରୂପ ।।


କେବେ ସେ ଫୁଲ ଠାରୁ ବି କୋମଳ

ପୁଣି କେବେ କଣ୍ଟା ଠାରୁ ବି ପ୍ରବଳ ।।


କେତେ ଚେଷ୍ଟା ହୁଏ ଯୋଡିବାକୁ

କ୍ଷଣିକେ ଲାଗେ ତାକୁ ଭାଙ୍ଗିବାକୁ ।।


ଉତ୍ତମ ବୁଝାମଣା ଥିବ ଯେଉଁଠି

ସମ୍ପର୍କ ତିଷ୍ଠେ ରହେ ସେଇଠି ।।


ରାକେଶ ସାହୁ


Rate this content
Log in

Similar oriya poem from Inspirational