Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସ୍ମୃତି

ସ୍ମୃତି

1 min
7.1K


ପରେଶ କୁମାର ବିଶ୍ୱାଳ


ସ୍ମୃତି କେବେ ସାଇତା ଏ

ଆଖି ପଲକରେ ,

ସ୍ମୃତି କେବେ ଚାଲିଆସେ

ହାତ ପାପୁଲିରେ ।

ସ୍ମୃତି ତୁମେ ସାଜ ପରା

ଅତୀତର ଗାଥା ,

ସ୍ମୃତି ତୁମେ ହୁଅ କେବେ

ଅଭୁଲା ସେ କଥା ।

ସ୍ମୃତି ତୁମେ ଭରିଯାଅ

ନୟନେ ସପନ ,

ସ୍ମୃତି ତୁମେ ତାଜା କର

ଅତୀତର ଦିନ ।

ସ୍ମୃତି ତୁମେ ଫେରେଇ ଦେ

ପୁରୁଣା ମୋ ମନ ,

ସ୍ମୃତି ସେଠି ଆଙ୍କିଦେବି

ନୂଆ ଏକ ଚିହ୍ନ ।

ସ୍ମୃତି ତୁମେ ଗଢ଼ପରା

ସପନର ଚିତ୍ର ,

ସ୍ମୃତି ତୁମେ ବିନା ରଂଗେ

ସାଜ ଯେ ସର୍ବତ୍ର ।

ସ୍ମୃତି ତୁମେ ଭାଷା ପରା

ସବୁ କବିଙ୍କର ,

ସ୍ମୃତି ତୁମେ ଭାବନାରେ

ଶବ୍ଦ ସେ କବିର ।।


Rate this content
Log in

Similar oriya poem from Classics