Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୪୯

ଜୀବନ ଗୀତା-୨୪୯

1 min
6.8K


 
 
ହେ ମହାଜୀବନ.......
ବେଦନା ଆଉ ସଂବେଦନା
ଭିତରେ ତୁ ମତେ ସଦା
ଦଉଛୁ ଆହ୍ୱାନ ॥୦॥
 
ଆଶା ବାଂଧି ଯେବେ
ମୁଁ ଆଗୋଉଥାଏ
ସାଥେସାଥେ ମୋର
ତତେ ପାଇଥାଏ
ହେ ମହା ଜୀବନ.......
ସର୍ବଦା କରୁ ତଦାରଖ
ହେଉଛିକି ନାହିଁ
ଆଜ୍ଞାର ପାଳନ ॥୧॥
 
ଦିଘଡି ବସିବା
ନାହି ଭାଗ୍ୟେ ଲେଖା
ଟିକିଏ ବିଳମ୍ବେ
ପକାଉ ତୁ ଡକା
ହେ ମହା ଜୀବନ.......
ଶିରୋଧାର୍ଯ୍ୟ କରି ତୋ ଆଜ୍ଞା
ଚାଲୁଛି ଚାଲିବି
ଅବଶିଷ୍ଟ ଦିନ ॥୨॥


Rate this content
Log in