ସ୍ୱପ୍ନ....
ସ୍ୱପ୍ନ....
1 min
6.6K
ମଝିରେ ମଝିରେ ନିତି ଝୁରେ ଏ ମନ
ତୋହରି ପ୍ରେମରେ ମୋହର ଜୀବନ
ସବୁ ବନ୍ଧନ ମୁଁ କାଟି ଦେଇଛି
ତୋହରି ବନ୍ଧନରେ ମୁଁ ବାନ୍ଧି ସାରିଛି
ଦିନେ ନଦେଖିଲେ ତୋହରି ମୁହଁ
ଆଖିକି ଆସେନି ରାତିରେ ନିଦ
ଅତି ଆପଣାର ବୋଲି ତୁହି
ତତେ ଛାଡି ରହି ହୁଏ ନାହିଁ
ତୋହରି ମୁହଁକୁ ଦେଲେ ଅନାଇ
ସାତ ଜନ୍ମ ସବୁ ସୁଖ ମିଳିତ ଯାଇ
କଳାକାହ୍ନୁ ନିତି ଦେଖିଛି ତୋହରି ସପ୍ନ
ବାସ୍ତବରେ ଦେଖା କେବେ ହବ କହ.....
ପ୍ରମିଳା ସାହୁ