Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

2  

Mamatamanjari Das

Others

ଆକାଶୁ ଖସୁଛି ମୃତ୍ୟୁ

ଆକାଶୁ ଖସୁଛି ମୃତ୍ୟୁ

1 min
1.3K


ଏବେ ବର୍ଷା ଆସିଲେ

ଆଗ ଭଳି ଆଉ ମନରେ ଉଠେନି ଚମକ

ବର୍ଷାର ଟୋପାଏ ଚୁମାରେ

ଆଗଭଳି ବାସେ ନାହିଁ ମାଟିର ମହକ ।

ଏବେ ବର୍ଷା ଆସିଲେ

ଆକାଶରୁ ଖସି ଆସେ ମୃୃତ୍ୟୁ

ନିଏ କେତେ ଜୀବନ

ଅକାଳରେ ଝରିପଡଇ 

କେତେ ନିରୀହ ପ୍ରାଣ ! 

ଏବେ ବର୍ଷା ଆସିଲେ

ବଢିଯାଏ ହୃଦୟ ସ୍ପନ୍ଦନ

ଘଡଘଡି ଡରେ ଘର ବାହାରକୁ ଯିବାକୁ

କେହି କରେନି ମନ ।

ପ୍ରକୃତିର ଏହି କରାଳ ପ୍ରକୋପ

ବଡ କଠୋର ତମ

ଏଥି ପାଇଁ ଦାୟୀ ମଣିଷ

ଟିକେ ନାହିଁ ଯେ ଭ୍ରମ ।

ଈଶ୍ୱରଙ୍କ ଏହି ସୃଷ୍ଟିଟା

ଅଟେ ସବୁଜ ମୟ,

ଜଙ୍ଗଲକୁ କାଟି ମଣିଷ

ଘର କରେ ବିଳାସମୟ ।

ଯନ୍ତ୍ରାଂସ ର ସଂଖ୍ୟା ବଢଇ

ବଢଇ ପ୍ରଦୁଷଣ

ପ୍ରକୃତି ର କୋପ ବଢଇ

କରିବ କେ ନିୟନ୍ତ୍ରଣ ??

ଗଛଟିଏ ବନ୍ଧୁ ଲଗାଅ

ପାଅ ନୂଆ ଜୀବନ

ସବୁଜ ମୟ କର ଧରାକୁ

ସୃଷ୍ଟିକର ନୂଆ ଉପବନ !

***ମମତା ମଞ୍ଜରୀ ଦାସ ,କଟକ***


Rate this content
Log in