Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

ମୋ ସାଥି

ମୋ ସାଥି

1 min
261





ନିତି ପ୍ରତି ମୂହୁର୍ତ୍ତରେ ତୁମ କଥା ମନେ ପଡେ,

ଆଉ ତୁମ ସହିତ ଦେଖା ବି ହୁଏ,

ତୁମକୁ ନେଇ କେତେ ରଙ୍ଗୀନ ସ୍ଵପ୍ନ ଦେଖେ,

ସାକାର କରିବାକୁ ନୂତନ ଶବ୍ଦ ମାନ

ପ୍ରୟୋଗ କରେ।

ତୁମେ ମୋର ଆଶା ଓ ବିଶ୍ୱାସ,

ତୁମ ପାଇଁ ସଭିଙ୍କ ପାଖରେ

ଆଜି ମୁଁ ପରିଚିତ।

ଗର୍ବ କରେ,ଗୌରବ ପାଏ

ଖୁସିରେ ଆତ୍ମହରା ହୋଇଯାଏ

ଯେତେବେଳେ

ତୁମେ ମୋତେ ଜାବୁଡି ଧର।

କାହିଁକି ନା ତୁମ ମୋ ଅପୂର୍ବ ମିଳନରେ ସୃଷ୍ଟି ହୁଏ

ସୁନ୍ଦର ମଧୁର ସୃଷ୍ଟି ହୁଏ।

ସ୍ନେହ ଶ୍ରଦ୍ଧା ପ୍ରେମ କୁ ଗୁନ୍ଥାଗୁନ୍ଥି କରି

ଜନମାନସକୁ ଭେଟି ଦିଏ

ହୃଦୟ ଜିଣିବା ଭଳି ଉପହାର।


ତୁ ତ ମୋ ଅନେକ ଆଶାର ଆଶା।

ମୋ କବିତା,

ମୋ ସାଥି।



ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in