ପରିଚୟ
ପରିଚୟ
ଜାଣି ନିଅ ମୋତେ
ମୁଁ କେଉଁ କୁଳର ।
ହାତରେ ନିହଣ
ପାଦତଳେ କାଠ
ଏହି ସ୍ୱାଭିମାନ
ମୋ ବଂଶ ରକ୍ତର ।।
ରଞ୍ଜନ କୁମାର ଵ୍ରହ୍ମା, ଶିକ୍ଷକ-CRCC, ଚିକିଟୀ ଗଡ଼
ଜାଣି ନିଅ ମୋତେ
ମୁଁ କେଉଁ କୁଳର ।
ହାତରେ ନିହଣ
ପାଦତଳେ କାଠ
ଏହି ସ୍ୱାଭିମାନ
ମୋ ବଂଶ ରକ୍ତର ।।
ରଞ୍ଜନ କୁମାର ଵ୍ରହ୍ମା, ଶିକ୍ଷକ-CRCC, ଚିକିଟୀ ଗଡ଼