କିଏ କନ୍ଦାଏ
କିଏ କନ୍ଦାଏ
ଦୁଃଖ ମଣିଷକୁ କନ୍ଦାଏ ନାହିଁ
ଆରେ କନ୍ଦାଏ ତ ସୁଖ,
ଯିଏ ଅକସ୍ମାତ ଆସେ,
ଆଉ ଆଖି ପଲକରେ
ଉଭେଇ ଯାଏ,
ଦେଇ ଯାଏ
ଭୁଲି ନ ପାରିବା ଭଳି
ଅନେକ ଗୁଡିଏ
କ୍ଷତାକ୍ତ ଅଭୁଲା ସ୍ମୃତି ।
ଦୁଃଖ ମଣିଷକୁ କନ୍ଦାଏ ନାହିଁ
ଆରେ କନ୍ଦାଏ ତ ସୁଖ,
ଯିଏ ଅକସ୍ମାତ ଆସେ,
ଆଉ ଆଖି ପଲକରେ
ଉଭେଇ ଯାଏ,
ଦେଇ ଯାଏ
ଭୁଲି ନ ପାରିବା ଭଳି
ଅନେକ ଗୁଡିଏ
କ୍ଷତାକ୍ତ ଅଭୁଲା ସ୍ମୃତି ।