Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Others

2  

Pankajini Upadhaya

Others

କବିଟିଏ ଭାବେ ଛବିଟିଏ ଦେବ

କବିଟିଏ ଭାବେ ଛବିଟିଏ ଦେବ

1 min
6.8K


କବିଟିଏ ଭାବେ ଛବିଟିଏ ଦେବ

ସଫଳ ଜୀବନ ଗାଥା

ପ୍ରେମର ତରଙ୍ଗ ଅନୁରାଗ ରଙ୍ଗ

କଳ୍ପନାର ଗୋଟେ ପ୍ରଥା।

ଛପଳଛନ୍ଦା ସେ ଭାବରେ ବନ୍ଧା

ଭାବନାର ଭାବରଙ୍ଗ

ପ୍ରୀତି ଝରଣାର ଝରଝର ଗୀତ

ଝରଣା ଝର ତରଙ୍ଗ।

ବାସ୍ନାଭରା ତା'ର ତୁଳନାର ମାନ

ଭାବଧାରାର ମିଶ୍ରଣ

ଲେଖନୀ ମୂନରେ ସଜାଏ ସେ କବି

କଳ୍ପନା କବିର ପ୍ରାଣ।


Rate this content
Log in