Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ସମୟ ତ ବିତେ ନାହିଁ

ସମୟ ତ ବିତେ ନାହିଁ

1 min
6.9K


ସମୟ ତ ବିତେ ନାହିଁ

ଆମେ ଯାହା ଅତିକ୍ରମ କରୁଥାଉ

ପ୍ରତି ମୁହୂର୍ତ୍ତରେ ସମୟକୁ

ନିଜ ଆୟୂଷରେ ।


ପ୍ରିୟ ବଂଧୁ - କୃପାସିନ୍ଧୁ

ଏକ ନିଆରା ସଂପର୍କ

ଜ୍ୟେଷ୍ଠ ଶ୍ରେଷ୍ଠ ଶ୍ରଦ୍ଧାର ପ୍ରତୀକ

ବଂଧୁତ୍ବର ଶ୍ରେଷ୍ଠ ନିଦର୍ଶନ

ତାଙ୍କୁ ମୋର ଶତେକ ପ୍ରଣାମ ।।


Rate this content
Log in