ଅନ୍ତର ବ୍ୟଥା
ଅନ୍ତର ବ୍ୟଥା
ମାଗୁ ମୁଁ ନ ଥିଲି ଧନ ଦେବ କିଛି
କହୁ ବି ନଥିଲି ସୁଖରୁ ଦେବ
ଚାହୁଁ ଥିଲି ଖାଲି ମୋ ପ୍ରେମ ବଦଳେ
ଆହା ବୋଲି ମୋତେ ପଦେ କହିବ
ଆଶା ରଖି ଥିଲି ଛୋଟ ମାଗୁଣିଟି
ସହଜରେ ହୋଇଯିବ ପୁରଣ
ହେଲେ ମୋର ଆଶା ଆଶାରେ ରହିଲା
ସତେ କଣ ତୁମେ ଏତେ କୃପଣ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ମାଗୁ ମୁଁ ନ ଥିଲି ଧନ ଦେବ କିଛି
କହୁ ବି ନଥିଲି ସୁଖରୁ ଦେବ
ଚାହୁଁ ଥିଲି ଖାଲି ମୋ ପ୍ରେମ ବଦଳେ
ଆହା ବୋଲି ମୋତେ ପଦେ କହିବ
ଆଶା ରଖି ଥିଲି ଛୋଟ ମାଗୁଣିଟି
ସହଜରେ ହୋଇଯିବ ପୁରଣ
ହେଲେ ମୋର ଆଶା ଆଶାରେ ରହିଲା
ସତେ କଣ ତୁମେ ଏତେ କୃପଣ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)