Audio

Forum

Read

Contests

Language


Write

Sign in
Wohoo!,
Dear user,
ମୃଗନୟନୀ -୫
ମୃଗନୟନୀ -୫
★★★★★

© Ram Prasad Bisoi

Others

1 Minutes   6.7K    4


Content Ranking

  • ମୃଗନୟନୀ -୫ । ଜୀବନ ଦର୍ଶନ ପଢି ପଢି ଆଖିର ଲୁହ ଆଖିରେ ଶୁଖି ଯାଇଛି, ଅଫେରାନ୍ତ ବୟସ ଆଜି ବି ଡାକୁଛି ହାତଠାରି ଫେରି ଆସେ ତୁମେ ଥରେ ଆଗୋ ମୃଗ ନୟନୀ । (୧) ତମ ଆସିବା ପରେ ସମୟ ସେଇଠି ଥମି ଯିବନି ଯେଉଁଠି ଆରମ୍ଭ ହୋଇଥିଲା ଆମ କାହାଣୀ ତୁମ ନୀରବତା ଅସହ୍ୟ ହେଲାଣି କେବେ ବୁଝିବ କେଜାଣି । (୨)

    ଜହ୍ନକୁ ପଚାରିଲି ପଚାରିଲି କଢି କୁ ବଗିଚାର ସବୁ ଫୁଲକୁ ତୁମ ଚୋରା ଚାହାଣି ଠାରୁ କେହି ନୁହେଁ ସୁନ୍ଦରୀ ଆଗୋ ମୋ ପ୍ରିୟତମା ଶରଗଶଶି ରାସ ଶୃଙ୍ଗାର ନୈପୂଣା ମନକାନ୍ତା ମୃଦୁହାସିନୀ ""ମୃଗନୟନୀ ""।(୩)

    କାଶ୍ୟପ । ରାତ୍ର-୧୧-୩୭ ମି. ତା-୦୫-୧୨-୧୬ ରାୟଗଡା । ରାୟଗଡା ।

     
     
  •  

ମୃଗନୟନୀ -୫

Rate the content


Originality
Flow
Language
Cover design

Comments

Post


Some text some message..