Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ମୃଗନୟନୀ -୫

ମୃଗନୟନୀ -୫

1 min
6.8K


  • ମୃଗନୟନୀ -୫ । ଜୀବନ ଦର୍ଶନ ପଢି ପଢି ଆଖିର ଲୁହ ଆଖିରେ ଶୁଖି ଯାଇଛି, ଅଫେରାନ୍ତ ବୟସ ଆଜି ବି ଡାକୁଛି ହାତଠାରି ଫେରି ଆସେ ତୁମେ ଥରେ ଆଗୋ ମୃଗ ନୟନୀ । (୧) ତମ ଆସିବା ପରେ ସମୟ ସେଇଠି ଥମି ଯିବନି ଯେଉଁଠି ଆରମ୍ଭ ହୋଇଥିଲା ଆମ କାହାଣୀ ତୁମ ନୀରବତା ଅସହ୍ୟ ହେଲାଣି କେବେ ବୁଝିବ କେଜାଣି । (୨)

    ଜହ୍ନକୁ ପଚାରିଲି ପଚାରିଲି କଢି କୁ ବଗିଚାର ସବୁ ଫୁଲକୁ ତୁମ ଚୋରା ଚାହାଣି ଠାରୁ କେହି ନୁହେଁ ସୁନ୍ଦରୀ ଆଗୋ ମୋ ପ୍ରିୟତମା ଶରଗଶଶି ରାସ ଶୃଙ୍ଗାର ନୈପୂଣା ମନକାନ୍ତା ମୃଦୁହାସିନୀ ""ମୃଗନୟନୀ ""।(୩)

    କାଶ୍ୟପ । ରାତ୍ର-୧୧-୩୭ ମି. ତା-୦୫-୧୨-୧୬ ରାୟଗଡା । ରାୟଗଡା ।

     
     
  •  


Rate this content
Log in