Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lavanya Nayak

Others

2  

Lavanya Nayak

Others

କବିତା ନୁହେଁ କିଛି କଥା

କବିତା ନୁହେଁ କିଛି କଥା

1 min
6.5K


ଏକା

ସମୁଦ୍ର କୁଳରେ

ଠିଆ ହୋଇ କିଛି

ଲାଭ ନାହିଁ।

କାଲିର ସକାଳ

ଭସେଇ ନେବା ପୁର୍ବରୁ

ଯାବତୀୟ ସ୍ୱପ୍ନ.

ତା ଆଗରୁ ନିଜକୁ

ଭସେଇ ଦିଅ।

ଭାସି ଯାଉ କୋହ.ଲୁହ

ଯାବତୀୟ ଯନ୍ତଣା।

ନଚେତ ରାତି ପାହିଲେ

ଘୋଟି ଆସିବ ଅଂଧାର।

ହଜି ଯିବ ଅଂଧାର ଭିତରେ

ଯେତେ ସବୁ ସମ୍ପର୍କ..


Rate this content
Log in