Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମମତା ଡୋରୀ
ମମତା ଡୋରୀ
★★★★★

© Chittaranjan Lenka

Others

1 Minutes   7.0K    3


Content Ranking

ହେ ଭାଇ ଭଉଣୀ   ନିରିଖେଇ ଥରେ

ଏ ଟିକି ଝିଅକୁ ଚାହଁ

ନୁହଁଇ ଏ ମୋର   ନିଜ ଘର ପିଲା

ନାହିଁ ବି ରକତ ଖିଅ

 

ଦେଖିଦେଲେ ମୋତେ  ହସେ ଖିଲିଖିଲି

ଦୁଃଖ ମୁଁ ଦିଏ ପାଶୋରି

ବିଶ୍ୱାସ କର ବା    ନ କର ହେ ବନ୍ଧୁ

ଏହା ହିଁ ମମତା ଡୋରୀ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ସମ୍ପର୍କ

Rate the content


Originality
Flow
Language
Cover design

Comments

Post

Some text some message..