ମମତା ଡୋରୀ
ମମତା ଡୋରୀ
1 min
7.1K
ହେ ଭାଇ ଭଉଣୀ ନିରିଖେଇ ଥରେ
ଏ ଟିକି ଝିଅକୁ ଚାହଁ
ନୁହଁଇ ଏ ମୋର ନିଜ ଘର ପିଲା
ନାହିଁ ବି ରକତ ଖିଅ
ଦେଖିଦେଲେ ମୋତେ ହସେ ଖିଲିଖିଲି
ଦୁଃଖ ମୁଁ ଦିଏ ପାଶୋରି
ବିଶ୍ୱାସ କର ବା ନ କର ହେ ବନ୍ଧୁ
ଏହା ହିଁ ମମତା ଡୋରୀ
ଚିତ୍ତ ରଞ୍ଜନ ଲେଙ୍କା (କଟକ)